ଧରାପଡ଼ିଲା ଲୁଟେରା ରଙ୍ଗମିସ୍ତ୍ରି: ୫ ବର୍ଷ ଧରି କମିସନରେଟ ପୁଲିସର ଥିଲା ମୋଷ୍ଟୱାଣ୍ଟେଡ୍

ଭୁବନେଶ୍ବର: ଦିଲୀପ ନାୟକ, ଘର ନୟାଗଡ଼ ଜିଲ୍ଲା ନୂଆଗାଁ ଥାନା ଖୁଣ୍ଟବନ୍ଧ। ପେସାରେ ରଙ୍ଗମିସ୍ତ୍ରି। ନିଶା କିନ୍ତୁ ଚୋରି। ଭୁବନେଶ୍ୱର ଉପକଣ୍ଠ ଧଉଳି ଥାନା ଶିଶୁପାଳଗଡ଼ ଲକ୍ଷ୍ମୀବିହାର ଅଞ୍ଚଳରେ ରହି ରାଜଧାନୀରେ ବୁଲି ବୁଲି ରଙ୍ଗମିସ୍ତ୍ରି କାମ କରେ ଦିଲ୍ଲୀପ। ଆଉ କାମ କରୁଥିବା ସମୟରେ ଘରକୁ ଟାର୍ଗେଟ କରେ। ରାତି ହେଲେ କଳାକନା ବୁଲାଇ ଦିଏ। ଏମିତି ଢଙ୍ଗରେ ଚୋରି କରି କମିସନରେଟ ପୁଲିସର ନିଦ ହଜାଇ ଦେଇଥିବା … Continue reading ଧରାପଡ଼ିଲା ଲୁଟେରା ରଙ୍ଗମିସ୍ତ୍ରି: ୫ ବର୍ଷ ଧରି କମିସନରେଟ ପୁଲିସର ଥିଲା ମୋଷ୍ଟୱାଣ୍ଟେଡ୍